ଠେଙ୍ଗୋ ଡ୍ୟାମରୁ ମସିଣାପାଲି ରାସ୍ତା ମରାମତି ପାଇଁ ଦାବି

ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ଠେଙ୍ଗୋ ଡ୍ୟାମ ବଜାର ଠାରୁ ମସିଣାପାଲିକୁ ଯାଇଥିବା ରାସ୍ତା ବର୍ଷା ଋତୁର ଆରମ୍ଭରୁ ବେହାଲ ହୋଇଗଲାଣି ।

ସାମାନ୍ୟ ବର୍ଷାରେ ରାସ୍ତାର ଅନେକ ସ୍ଥାନରେ ପାଣି ଜମି ରହୁଥିବାରୁ ଯାତାୟାତରେ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିବା ଅଞ୍ଚଳବାସୀ କହିଛନ୍ତି। ଗତବର୍ଷ ଏହି ରାସ୍ତା ଖରାପ ଯୋଗୁଁ ମସିଣାପାଲିକୁ ଆମ୍ବୁଲାନ୍ସ ମଧ୍ୟ ଆସିପାରି ନ ଥିଲା ଏଣୁ ଏବର୍ଷ ଶୀଘ୍ର ମରାମତି ପାଇଁ ଦାବି ହେଉଛି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes