ଆଜି ଦିନ ପ୍ରାୟ ୧୦ଟା ସମୟରେ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ହରିହର ଯୋର ମଧ୍ୟମ ଜଳସେଚନ ପ୍ରକଳ୍ପ (ଠେଙ୍ଗୋ ଡ୍ୟାମ୍)ରୁ ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ ଗୋଟିଏ ଗେଟ୍ ଯୋଗେ ନିଷ୍କାସନ କରାଯାଇଛି ।
Credible Local News of Odisha