ଦିଲ୍ଲୀରେ କେନ୍ଦ୍ରୀୟ ନେତୃତ୍ବ, ରାଜ୍ୟ ପ୍ରଭାରୀଙ୍କ ସହ ଆଲୋଚନା ହୋଇଛି। ଠିକ୍ ସମୟରେ ଟିମ୍ ଗଠନ କରାଯିବ, ରାଜନୀତିରେ କିଛି ବି ଲୁଚାଛପାରେ ହୁଏନି ନେଇ ଦିଲ୍ଲୀରୁ ଫେରିବା ପରେ ବିଜେପି ସଭାପତି ମନମୋହନ ସାମଲ ପ୍ରତିକ୍ରିୟା ରଖିଛନ୍ତି।
ମନ୍ତ୍ରିମଣ୍ଡଳ ସଂପ୍ରସାରଣ କି ନୂଆ ଟିମ କିଛି ବି ଲୁଚାଛପାରେ ହେବ ନାହିଁ।ସବୁକିଛି ଖୋଲା ଖୋଲିରେ ହେବ, କୌଣସି କାର୍ଯ୍ୟ ବିଳମ୍ବ ହେଉ ନାହିଁ କହିଛନ୍ତି ସାମଲ।