ଠିକା କର୍ମଚାରୀଙ୍କ ଝାଡୁ ଛାଡ଼ ଆନ୍ଦୋଳନ

କ୍ୟାପିଟାଲ୍‌ ହସ୍‌ପିଟାଲରେ ଠିକା କର୍ମଚାରୀ ଝାଡୁ ଛାଡ଼ ଆନ୍ଦୋଳନ କରିଛନ୍ତି। ନିର୍ଦ୍ଦେଶକଙ୍କ ଅଫିସ୍‌ ଆଗରେ ଧାରଣା ସହ ଝାଡୁ ଛାଡ଼ କଲେ ଠିକା କର୍ମଚାରୀ। ଆନ୍ଦୋଳନରେ ସଫେଇ କର୍ମଚାରୀଙ୍କ ସହ ସୁରକ୍ଷା କର୍ମଚାରୀ ସାମିଲ ଅଛନ୍ତି। ଆନ୍ଦୋଳନ ଯୋଗୁଁ କ୍ୟାପିଟାଲ ହସ୍‌ପିଟାଲ୍‌ରେ ପରିମଳ ଓ ସୁରକ୍ଷା ବ୍ୟବସ୍ଥା ବାଧାପ୍ରାପ୍ତ ହୋଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes