ଠାକୁରାଣୀ ଯାତ୍ରାର ହୁଣ୍ଡି ଚୋରି ଅଭିଯୋଗ

ବ୍ରହ୍ମପୁର ଆଙ୍କୁଲି ଠାକୁରାଣୀ ଯାତ୍ରାର ହୁଣ୍ଡି ଚୋରି ହୋଇଥିବା ଅଭିଯୋଗ ହୋଇଛି।

ଲୁଟେରାମାନେ ହୁଣ୍ଡିକୁ ମଣ୍ଡପରୁ ନେଇ ଟଙ୍କା ଲୁଟ କରି ହୁଣ୍ଡିକୁ କିଛି ଦୂରରେ ଫିଙ୍ଗି ଦେଇଛନ୍ତି । ହୁଣ୍ଡିରେ ପାଖାପାଖି ଏକ ଲକ୍ଷ ଟଙ୍କା ଥିବା ଅଭିଯୋଗରେ ଦର୍ଶାଯାଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes