କଟକ ସହରରେ ଥିବା ବିଭିନ୍ନ ବ୍ୟାଙ୍କରେ ଆକାଉଣ୍ଟ ଠାବ ନେଇ ମଙ୍ଗଳାବାଗ ଥାନା ଅଧିକାରୀ ସୂଚନା ଦେଇଛନ୍ତି।
ସାଲେପୁର ପାଗା ନିକଟରେ ଠକ ତାନ୍ତ୍ରିକର ଜମି ମଧ୍ୟ ଠାବ ହୋଇଛି। ଆଜି ଠକ ତାନ୍ତ୍ରିକକୁ ନେଇ ସିନ୍ ରିକ୍ରିଏସନ କରିଛି ପୋଲିସ।
Credible Local News of Odisha