ଟ୍ୱିନି ସିଟି ସମେତ ରାଜ୍ୟବ୍ୟାପୀ ବର୍ଷା, ବଜ୍ରପାତ, ପବନ

ଆଜି ସନ୍ଧ୍ୟାରେ କଟକ, ଭୁବନେଶ୍ୱର ସମେତ ରାଜ୍ୟର ଅଧିକାଂଶ ଜିଲ୍ଲାରେ ମଧ୍ୟମରୁ ପ୍ରବଳ ବର୍ଷା ହେବା ସହ କୁଆପଥର ମାଡ଼ ଓ ବଜ୍ରପାତ ଜାରି ରହିଛି l

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version