ସଦର ଥାନା ଅନ୍ତର୍ଗତ କଣ୍ଡରା ପଶି ଗ୍ରାମ ନିକଟରେ ଟ୍ରେନ ରେ କଟି ଜଣଙ୍କ ମୃତ୍ୟୁ ଘଟିଛି।
ମୃତକଙ୍କ ନାମ ରାମ ମୁଣ୍ଡା, ଘର୍ ସ୍ଥାନୀୟ ଅଞ୍ଚଳରେ ବୋଲି ଜଣା ପଡ଼ିଛି। ପୋଲିସ ପହଞ୍ଚି ମୃତ ଦେହ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛି।
Credible Local News of Odisha