ଦୁର୍ଘଟଣା ଦ୍ବାରା ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଥିବାରୁ ଯାତ୍ରୀମାନଙ୍କୁ ସେମାନଙ୍କ ଗନ୍ତବ୍ୟ ସ୍ଥଳରେ ଛାଡିବାକୁ ଭୁବନେଶ୍ବର ରେଳଷ୍ଟେସନରୁ ରାଜ୍ୟର ବିଭିନ୍ନ ସ୍ଥାନକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ୧୦ଟି ଘରୋଇ ଏବଂ ୩ଟି ମୋ ବସ ବ୍ୟବସ୍ଥା କରାଯାଇଛି ।
ଆଉ ୨ଟି ବସ୍ ରେଳ ଷ୍ଟେସନରେ ରିଜର୍ଭ ରଖାଯାଇଛି।