ଟ୍ରେନ୍‌ ଟ୍ରାଜେଡି: ବାହାନଗା ହାଇସ୍କୁଲରେ ବାଲେଶ୍ୱର ଜିଲ୍ଲାପାଳ

ଯେଉଁସବୁ ଗୃହରେ ମୃତଦେହ ରଖାଯାଇଥିଲା ତାହା ବୁଲି ଦେଖିଲେ ଜିଲ୍ଲାପାଳ।

କିଛି ସ୍ଥାନରେ ଏବେ ବି ରକ୍ତ ଛିଟା ଥିବାରୁ ପିଲା ଓ ଅଭିଭାବକ ଚିନ୍ତାରେ ଅଛନ୍ତି। ପରବର୍ତ୍ତୀ ସ୍ଥିତିକୁ ନେଇ ଅଭିଭାବକଙ୍କ ସହ ଜିଲ୍ଲାପାଳଙ୍କ ଆଲୋଚନା ହୋଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes