ଟ୍ରେନ୍‌ ଟ୍ରାଜେଡିର ତଦନ୍ତ ସରିଥିବା କହିଲେ ରେଳ ମନ୍ତ୍ରୀ

ରେଲ୍ ସେଫ୍ଟି କମିଶନ ଖୁବ୍ ଶୀଘ୍ର ରିପୋର୍ଟ ଦାଖଲ କରିବେ, ରିପୋର୍ଟ ଆଧାରରେ କାର୍ଯ୍ୟାନୁଷ୍ଠାନ ହେବ କହିଛନ୍ତି ରେଳ ମନ୍ତ୍ରୀ।

ଦୁର୍ଘଟଣାର ମୂଳ କାରଣ ଜଣାପଡ଼ିଥିବା କହିଛନ୍ତି ରେଳ ମନ୍ତ୍ରୀ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes