ଟ୍ରାଫିକ କନଷ୍ଟେବଳଙ୍କୁ ମରଣାନ୍ତକ ଆକ୍ରମଣ

ଭୁବନେଶ୍ୱରରେ ଗାଡ଼ି ପାର୍କିଂକୁ ନେଇ କନଷ୍ଟେବଳଙ୍କୁ ଆକ୍ରମଣ ହୋଇଛି।

ଆହତ କନଷ୍ଟେବଳ ମନୋଜ ବେହେରାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆକ୍ରମଣକାରୀ ବିଏସ୍ଏଫର ଜଣେ ବରିଷ୍ଠ ଅଧିକାରୀ ବୋଲି ସୂଚନା ମିଳିଛି। ଅଭିଯୁକ୍ତକୁ ଅଟକ ରଖିଛି ସହିଦନଗର ଥାନା ପୁଲିସ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes