ଦୁର୍ଘଟଣାସ୍ଥଳ ବାହାନଗା ଷ୍ଟେସନ ଦେଇ ଅତିକ୍ରମ କଲା ବନ୍ଦେ ଭାରତ ଏକ୍ସପ୍ରେସ।
ଘଣ୍ଟା ପ୍ରତି ୧୫/୨୦ କିମି ବେଗରେ ମନ୍ଥର ଗତିରେ ଯାଉଛି। ହାୱଡ଼ାରୁ ପୁରୀ ଅଭିମୁଖେ ବାହାରିଛି ବନ୍ଦେ ଭାରତ। ୫୧ ଘଣ୍ଟା ପରେ କାଲି ଟ୍ରାକ୍ ମରାମତି କାମ ଶେଷ ହୋଇଥିଲା।
Credible Local News of Odisha