ଟ୍ରାକ୍ଟର, ଜେସିବି ଓ ଟିପ୍ପର ଜାଳିଦେଲେ ନକ୍ସଲ

କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ଥାନା ତଳପିପିଲି ଗାଁରେ ଗୋଟିଏ ଟ୍ରାକ୍ଟର, ଜେସିବି ଓ ଟିପ୍ପର ଜାଳି ଦେଇଛନ୍ତି ନକ୍ସଲ।

ଠିକାଦାର ରାସ୍ତା କାମରେ ଅନିୟମିତତା କରୁଥିବା ଅଭିଯୋଗରେ ନକ୍ସଲ ଏହା କରିଥିବା ସୂଚନା ମିଳିଛି।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version