ଟ୍ରଲି ବ୍ୟାଗରୁ ମୃତଦେହ ମିଳିବା ଘଟଣାରେ ୩ ଗିରଫ

ମୃତକଙ୍କ ସ୍ତ୍ରୀ ଓ ସମ୍ପର୍କୀୟ ଭାଇ ସହ ୩ ଜଣଙ୍କୁ ଗିରଫ ପୁଲିସ।

ଗତକାଲି ବାଲୁଗାଁ ନାଚୁଣୀ ଥାନା ହରିପୁର ଜଙ୍ଗଲରୁ ଯୁବକଙ୍କ ମୃତଦେହ ମିଳିଥିଲା।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes