ଟ୍ରଲର ସହ ମାରୁତି କାର ସାମ୍ନାସାମ୍ନି ଧକ୍କା

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ପୂର୍ତ୍ତ ବିଭାଗ ରାସ୍ତାର ମହୁଲପାଳ ନିକଟରେ ଆଜି ସକାଳ ସମୟ ୬ଟା ପାଖାପାଖି ଏକ ଟ୍ରଲର ସହ ଏକ ମାରୁତି କାର ସାମ୍ନାସାମ୍ନି ଧକ୍କା ହେବା ଫଳରେ ଦୁର୍ଘଟଣାରେ କାରଟି ରାସ୍ତା ତଳକୁ ଖସି ପଡ଼ିଥିଲା ।

କାରଟି ଭାଙ୍ଗିରୁଜି ଯାଇଥିବା ଦେଖିବାକୁ ମିଳିଥିବା ବେଳେ ଚାଳକକୁ ଗୁରୁତର ଆହତ ଅବସ୍ଥାରେ ୧୦୮ ଆମ୍ବୁଲାନ୍ସ ଦ୍ଵାରା ଢେଙ୍କାନାଳ ଡାକ୍ତରଖାନାକୁ ପଠାଯାଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes