ଟ୍ରକ ଧକ୍କାରେ ବ୍ୟବସାୟୀ ମୃତ

ଖୋର୍ଦ୍ଧା ଜିଲ୍ଲା ତୋଟାପଡ଼ା ଛକରେଏହି ଦୁର୍ଘଟଣା ଘଟିଛି।

ବାଇକକୁ ଟ୍ରକ ଧକ୍କା ଦେବାରୁ ଲହଙ୍ଗା ଅଞ୍ଚଳର ନବ ନାୟକଙ୍କ ମୃତ୍ୟୁ ଘଟିଛି। ଘଟଣାସ୍ଥଳରେ ଉତ୍ତେଜନା ଲାଗିରହିଥିବା ବେଳେ ପୁଲିସ ଟ୍ରକ ଜବତ କରିଛି। ହେଲେ ଟ୍ରକ ଡ୍ରାଇଭର ଫେରାର ହୋଇଯାଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes