ଟ୍ରକ ଧକ୍କାରେ ଦମ୍ପତି ମୃତ

ଭଦ୍ରକ ନିକଟ ରାଣୀତାଲରେ 16 ନମ୍ବର ରାଜପଥରେ ଆଜି ସନ୍ଧ୍ୟାରେ ଟ୍ରକ ଧକ୍କାରେ ସ୍କୁଟିରେ ଯାଉଥିବା ପତି -ପତ୍ନୀଙ୍କର ମୃତ୍ୟୁ ହୋଇଛି l

ଆଖଣ୍ଡଳମଣି ଦର୍ଶନ ସାରି ଏକ ସ୍କୁଟିରେ ଦମ୍ପତି ଫେରୁଥିବା ବେଳେ ଅନ୍ୟ ଏକ ସ୍କୁଟିରେ ସେମାନଙ୍କର ଦୁଇ ଝିଅ ମଧ୍ୟ ଫେରୁଥିଲେ l

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version