ଟ୍ରକ ଦୁର୍ଘଟଣା ପଛରେ ହତ୍ୟା ଉଦ୍ୟମ ସନ୍ଦେହ, 3 ଅଟକ

ଗତକାଲି ବଲାଙ୍ଗୀର ସହରରେ ଏକ ଟ୍ରକ ସିରିଜ ଦୁର୍ଘଟଣା ଘଟାଇବା ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଆହତ ହୋଇଥିଲେ l ଏହା ପଛରେ ହତ୍ୟା ଉଦ୍ୟମ ଥିବା ଅଭିଯୋଗ ହୋଇଥିଲା l

ପୁଲିସ ତଦନ୍ତ କରି ଆଜି ତିନି ଜଣଙ୍କୁ ଅଟକ ରଖିବା ସହ ହତ୍ୟା ଉଦ୍ୟମ ଦଫା ଲଗାଇ ତଦନ୍ତ ଚଳାଇଥିବା ବରିଷ୍ଠ ଅଧିକାରୀ କହିଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version