କୋରାପୁଟ ଜିଲ୍ଲା ସଦର ଥାନା ପଡ଼ାଗଡ଼ ସେବାଶ୍ରମ ନିକଟ ଏନ୍ଏଚ୍ ୩୨୬ରେ ଦୁର୍ଘଟଣା ଘଟିଛି। କାଉଡ଼ିଆଙ୍କୁ ନେଇ ଯାଉଥିବା ଟ୍ରକ୍ ସହ ଧକ୍କା ପରେ ବାଇକ୍ ସହ ଜଳିଗଲେ ବାପପୁଅ।
ବାଇକ୍ରେ ଥିବା ଜଣେ ମହିଳା ଗୁରୁତର ଆହତ ଅଛନ୍ତି। ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି।
Credible Local News of Odisha