ଟ୍ରକ୍ ସଂଘ ଆମରଣ ଅନଶନ ଘଟଣା ଦୁଇ ଅସୁସ୍ଥ

ଟ୍ରକ୍ ସଂଘ ଆମରଣ ଅନଶନ ଘଟଣାରେ
ଦୁଇ ଆନ୍ଦୋଳନ କାରି ଅସୁସ୍ଥ ହୋଇ ଜିଲା ମୁଖ୍ୟ ଡାକ୍ତରଖାନା କୁ ଚିକିତ୍ସା ପାଇଁ ନିଆ ଯାଇଛି। ସେମାନେ ହେଲେ ଯତୀନ୍ଦ୍ର ପତି ଓ ପଦ୍ମଲୋଚନ ସାହୁ। ଅଖିଆ ପିଆ ଅନଶନରେ ବସିଥିବା ବେଳେ ଜଣେ ଟଳି ପଡ଼ିବାରୁ ମୁଣ୍ଡା ଫେରିଯାଇଥିବା ବେଳେ ଅନ୍ୟ ଜଣେ ଅସୁସ୍ଥ ହୋଇ ଯିବାରୁ ଡାକ୍ତରଖାନାକୁ ନିଆଯାଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version