କଟକ ଛତ୍ରବଜାର ଅର୍ବାନ ହାଟ ନିକଟରେ ହୋମ୍ଗାର୍ଡଙ୍କ ଉପରେ ଚଢ଼ିଗଲା ଟ୍ରକ୍।
ମୃତକ ମନୋରମା ପଣ୍ଡା, ସେ ମାଲଗୋଦାମ ଥାନାରେ ହୋମ୍ଗାର୍ଡ ଭାବେ କାର୍ଯ୍ୟରତଥିଲେ। ଡ୍ୟୁଟି ସାରି ଘରକୁ ଫେରୁଥିବା ବେଳେ ଦୁର୍ଘଟଣାର ଶିକାର ହୋଇଛି।
Credible Local News of Odisha