ମୋବାଇଲ ଫୋନ ଚୋରି ପାଇଁ ଜଣେ ଯୁବକଙ୍କୁ ଚଳନ୍ତା ଟ୍ରକରେ ଝୁଲାଇ ନିର୍ଯାତନା ଦେବା ଘଟଣାର ଭିଡିଓ ଭାଇରଲ ହେବା ପରେ ରାଜ୍ୟ ମାନବାଧିକାର କମିଶନ ଆଜି ନିଜ ଆଡୁ ମାମଲା ରୁଜୁ କରି 15 ଦିନ ମଧ୍ୟରେ ତଦନ୍ତ କରି ରିପୋର୍ଟ ଦାଖଲ କରିବାକୁ ଜଗତସିଂହପୁର ଏସପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି l
Credible Local News of Odisha