ଟ୍ବିନ୍‌ ସିଟି ପାଇଁ ୪ଟି ବିକଳ୍ପ ରାସ୍ତା: ମନ୍ତ୍ରୀ

କଟକ-ଭୁବନେଶ୍ୱର ଟ୍ରାଫିକ୍‌ ଯନ୍ତ୍ରଣା ଏଡ଼ାଇବାକୁ ବଡ଼ ଆକ୍ସନ ପ୍ଲାନ୍‌ ହୋଇଛି। କଟକ-ଭୁବନେଶ୍ୱର ପାଇଁ ତିଆରି ହେବ ୪ଟି ଅଲଟରନେଟିଭ୍‌ ଓ୍ୱେ’। ଏନେଇ ସୂଚନା ଦେଲେ ପୂର୍ତ୍ତ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ଦୁଇ ସହରକୁ ଏକାଧିକ ଏଣ୍ଟ୍ରି ପଏଣ୍ଟ ରହିଲେ ଭିଡ଼ କମିବ, ୨୪ ବର୍ଷ ସରକାରରେ ଅଲଟରନେଟିଭ୍‌ ରାସ୍ତା ଯୋଜନା କରି ନ ଥିଲେ। ପୁରୀ, ଭୁବନେଶ୍ୱର, କଟକ ଓ ଖୋର୍ଦ୍ଧାକୁ ରିଂ ରୋଡ଼ ମାଧ୍ୟମରେ ଯୋଡ଼ାଯିବ କହିଛନ୍ତି ମନ୍ତ୍ରୀ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes