ଟୋଲ ପ୍ଲାଜାରେ ବେଆଇନ ଟୋଲ ଆଦାୟ ମାମଲା

ଭାରତୀୟ ରାଷ୍ଟ୍ରୀୟ ରାଜମାର୍ଗ ପ୍ରାଧିକରଣର ପ୍ରକଳ୍ପ ନିର୍ଦ୍ଦେଶକ କେ ନାଗେଶ୍ୱର ରାଓ ବରଗଡ଼ ଜିଲ୍ଲା ଓକିଲ ସଂଘର ଚିଠିକୁ ସଂଘ ର ସାଧାରଣ ପରିଷଦ ବୈଠକରେ ଅଗ୍ରାହ୍ୟ କରି ଏହି ଚିଠିର ପ୍ରତ୍ୟୁତ୍ତର ଦେଲା ସଂଘ ।

ପ୍ରଶାସନ ଉପସ୍ଥିତିରେ ବରାହଗୋଡା ଟୋଲଗେଟ ଉପରେ ତ୍ରିପାକ୍ଷିକ ଆଲୋଚନା କରିବାକୁ ଓକିଲ ସଂଘ ପ୍ରସ୍ତାବ ଦେଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes