ଟୋକନ୍‌ ଲାପ୍ସର ୧୫ ଦିନ ପର୍ଯ୍ୟନ୍ତ ଧାନ କିଣା

ଟୋକନ ସମୟ ସମାପ୍ତ ହୋଇଗଲେ ମଧ୍ୟ ଆଉ ୧୫ ଦିନ ଅବଧି ବଢ଼ିବ ନେଇ ନେଇ ଯୋଗାଣ ମନ୍ତ୍ରୀ ସୂଚନା ଦେଇଛନ୍ତି। ରାଜ୍ୟରେ ସମସ୍ତ ଜିଲ୍ଲାପାଳ ଏହି ସମୟ ଅବଧି ବଢ଼ାଇ ପାରିବେ।

ବିଳମ୍ବ କିମ୍ବା ସମସ୍ୟା ଯୋଗୁଁ ରାଜ୍ୟର ଚାଷୀଙ୍କୁ ବାଦ୍‌ ଦିଆଯିବ ନାହିଁ, ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଧାନ କିଣା ଜାରି ରହିବ କହିଛନ୍ତି କୃଷ୍ଣଚନ୍ଦ୍ର ପାତ୍ର।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes