ଟୁରିଷ୍ଟ ବସକୁ ପିଟିଲା କଣ୍ଟେନର; ଜଣେ ମୃତ, ୭ ଆହତ

ବରଗଡ଼ ଜିଲ୍ଲା ଜାତୀୟ ରାଜପଥର ସୋହେଲା କଲେଜ ନିକଟରେ ଏହି ଦୁର୍ଘଟଣା ଘଟିଛି।

୪୫ ଜଣ ଯାତ୍ରୀଙ୍କୁ ଧରି ଚାରିଧାମ ବୁଲୁଥିବା ବସଟି ପୁରୀରୁ ଫେରୁଥିଲା।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes