ବାଲେଶ୍ଵର ଟିଭିଏସ ବାଇକ ସୋରୁମ୍ରେ ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ଗାଡ଼ି ନଷ୍ଟ ହୋଇଯାଇଛି। ସୋରୁମ ବନ୍ଦ ଥିବା ବେଳେ ଭିତରୁ ହଠାତ ବାହାରିଥିଲା ନିଆଁ।
ସର୍ଟ ସର୍କିଟ୍ରୁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି। ଘଟଣା ସ୍ଥଳରେ ନିଆଁକୁ ଆୟତ କରିଛି ଅଗ୍ନିଶମ ବାହିନୀ।
Credible Local News of Odisha