ଟିବି ନିରାକରଣ ପାଇଁ ମିଡ଼ିଆ ଓରିଆନଟେସନ

ମୟୁରଭଞ୍ଜ ଜିଲ୍ଲାକୁ ୨୦୨୫ ସୁଦ୍ଧା ଟିବି ମୁକ୍ତ କରିବା ପାଇଁ ରିଚ ସଂସ୍ଥା ତରଫରୁ ଜିଲା ସ୍ୱାସ୍ଥ୍ୟ ବିଭାଗ ସହଯୋଗରେ ଏକ ମିଡ଼ିଆ ଓରିଆନଟେସନ କାର୍ଯ୍ୟକ୍ରମ ବାରିପଦାରେ ହୋଇଥିଲା।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes