ଟିଟିଲାଗଡ଼ ସହକାରୀ ନିର୍ବାହୀ ଯନ୍ତ୍ରୀ ଡିଲେଶ୍ବର ମାଝୀଙ୍କ ବିପୁଳ ସଂପତ୍ତି ଠାବ (ଅପଡେଟ)

ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ରେଡ୍ ବେଳେ ୪ କୋଠା, ୯ ପ୍ଲଟ୍ ଓ ଗୋଟିଏ ମାର୍କେଟ କଂପଲେକ୍ସ ଠାବ କଲା ଭିଜିଲାନ୍ସ। ସମ୍ବଲପୁର ଓ ବ୍ରଜରାଜନଗରରେ ୨ଟି ଓ ଝାରସୁଗୁଡ଼ାରେ ୨ଟି କୋଠା ଅଛି। ସମ୍ବଲପୁର ସହର ଉପକଣ୍ଠରେ ୬ଟି ପ୍ଲଟ୍ ସମେତ ମୋଟ୍ ୯ଟି ପ୍ଲଟ୍ ଠାବ ହୋଇଛି। ନଗଦ ୬ ଲକ୍ଷ ୫୭ ହଜାର ଟଙ୍କା ସହ ୩୦୦ ଗ୍ରାମର ସୁନା ଅଳଙ୍କାର ଏବଂ ୨୦ ଲକ୍ଷର ବ୍ୟାଙ୍କ ଜମା ସହ ଗୋଟିଏ ୪ ଚକିଆ ଗାଡ଼ି ରହିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes