ଟାଙ୍ଗୀ-ଚୌଦ୍ୱାର ବ୍ଲକ୍ରେ ୨ ବିଜେପି ନେତାଙ୍କ ହଙ୍ଗାମା ଘଟଣାରେ ଥାନାରେ ଲିଖିତ ଅଭିଯୋଗ କଲେ ଟାଙ୍ଗୀ-ଚୌଦ୍ୱାର ବ୍ଲକ୍ ଚେୟାରମ୍ୟାନ।ବିଜେପି ନେତା ଅଭୟ ବାରିକ ଓ ଅରିନ୍ଦମ ରାୟଙ୍କ ବିରୋଧରେ ଫେରାଦ ହୋଇଛନ୍ତି।
କାର୍ଯ୍ୟରତ ବ୍ଲକ୍ ଏବିଡିଓ ଓ ଜଣେ ମହିଳା କର୍ମଚାରୀଙ୍କୁ ଦୁର୍ବ୍ୟବହାର ଅଭିଯୋଗ କରିଛନ୍ତି। ବିଜେଡି ବ୍ଲକ୍ ସଭାପତି ଧୀରେନ୍ଦ୍ର ଜେଠୀ ମଧ୍ୟ ଥାନାର ଦ୍ବାରସ୍ଥ ହୋଇଛନ୍ତି।