ଟାଙ୍ଗି ବ୍ଳକର ବିଭିନ୍ନ ଯାଗାରେ ବିଶ୍ବକର୍ମା ପୂଜା ପାଳିତ

ଟାଙ୍ଗି ବ୍ଳକର ବିଭିନ୍ନ ଯାଗାରେ ବିଶ୍ବ କର୍ମ ଗୁରୁଙ୍କ ବିଶ୍ବକର୍ମା ପୂଜା ଅନୁଷ୍ଠିତ ହୋଇଯାଇଅଛି। ବ୍ଳକର ୨୬ ପଂଚାୟତରେ ମହା ଆଡମ୍ବରରରେ ପାଳିତ ହୋଇଛି ବିଶ୍ବକର୍ମା ପୂଜା।

ବିଦ୍ଯୁତ କାର୍ଯାଳୟ, କଳ କାରଖାନା ସମେତ ଛୋଟବଡ ବ୍ୟବସାୟୀ ଗଣ ଖୁସିର ସହ ବିଶ୍ବଗୁରୁଙ୍କ ପୂଜା ପାଳନ କରିଥିବା ଦେଖିବାକୁ ମିଳିଛି। ଏହି କ୍ରମରେ ନିରାକାରପୁର ସ୍ଥିତ ବିଦ୍ୟୁତ କାର୍ଯାଳୟରେ ଟାଟା ପାଓ୍ଵାର କନିଷ୍ଠ ମ୍ୟାନେଜର ରିତେଶ ସିଂ ଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ବିଶ୍ବକର୍ମା ପୂଜା ଅନୁଷ୍ଠିତ ହୋଇଥିଲା। ଉକ୍ତ ପୂଜାକୁ ବିଭୁ ପ୍ରସାଦ ସାମନ୍ତରାୟ ପରିଚାଳନା କରିଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes