ଟଙ୍କା ବ୍ୟାଗ ଝାମ୍ପିନେଲେ ଲୁଟେରା

କଟକ ବାଙ୍କୀ ଥାନା ଅଂଚଳ କଚେରୀ ନିକଟରେ ବାଇକରେ ଆସି ୨ ଲୁଟେରା ଟଙ୍କା ବ୍ୟାଗ ଝାମ୍ପି ନେଇଛନ୍ତି।

ଜମି ରେଜିଷ୍ଟ୍ରୀ ପାଇଁ ବ୍ୟାଙ୍କରୁ ୫ ଲକ୍ଷ ଟଙ୍କା ଉଠାଇ ଥିଲେ। ବାଙ୍କୀ ଥାନାରେ ଏତଲା ପରେ ପୁଲିସ ଘଟଣାର ଛାନଭିନ ଜାରି ରଖିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes