ଟଙ୍କଧର ତ୍ରିପାଠୀ ହୋଇପାରନ୍ତି ଝାରସୁଗୁଡ଼ା ପାଇଁ ବିଜେପି ପ୍ରାର୍ଥୀ

ଟଙ୍କଧର ପ୍ରାର୍ଥୀ ହେବା ନେଇ ବିଧାୟକ ସୁବାସ ପାଣିଗ୍ରାହୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ଟଙ୍କଧରଙ୍କ ପ୍ରାର୍ଥିତ୍ବ ସଂପର୍କରେ ଖୁବ୍ ଶୀଘ୍ର ଦଳ ଘୋଷଣା କରିବ, ଟଙ୍କଧର ସେଠାରେ ସଂଗଠନ କାମ କରୁଛନ୍ତି କହିଲେ ସୁବାସ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes