ଝୁଲନ୍ତା ଗଳିତ ମୃତ ଦେହ ଉଦ୍ଧାର

କେନ୍ଦୁଝର ଜିଲ୍ଲା ସାହାରପଡା ବ୍ଲକ ଉଦୟପୁର ପଞ୍ଚାୟତ ଗୁଣ୍ଡିରୀବିଲ୍ଲା ଗ୍ରାମ ହୁଡିରୁ ବୁଧବାର ଜଣେ ୪୫ ବର୍ଷୀୟ ବ୍ୟକ୍ତିଙ୍କ ଝୁଲନ୍ତା ଗଳିତ ମୃତଦେହ ଉଦ୍ଧାର କରିଥିବା ପୁଲିସ ସୂଚନା ଦେଇଛି ।

ମୃତକ ଜଣକ ହେଉଛନ୍ତି ରମେଶ ମୁଣ୍ଡା । ସେ ଗତ ଗୁରୁବାର ଗ୍ରାମରୁ ନିଖୋଜ ଥିଲେ। ଘଟଣା ସ୍ଥଳରେ ପାଟଣା ଥାନା ଏସ ଆ ଇ ମନୋରମା ସ୍ୱାଇଁ ଉପସ୍ଥିତ ରହି ତଦନ୍ତ କରୁଛନ୍ତି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes