ଝାରସୁଗୁଡ଼ାରୁ ନିଖୋଜ ନାବାଳକ ବିଳାସପୁରରେ ଠାବ

ବିଳାସପୁରରେ ଠାବ ହୋଇଥିବା ନେଇ ଝାରସୁଗୁଡ଼ା ଏସପି ସୂଚନା ଦେଇଛନ୍ତି।

କେହି ଅପହରଣ କରି ନ ଥିଲେ, ନିଜ ଇଛାରେ ଟ୍ରେନ୍‌ରେ ଯାଉଥିଲେ, ଠାବ ହୋଇଥିବା ନାବାଳକକୁ ଆଣିବା ପାଇଁ ପୁଲିସ ଟିମ୍‌ ଯାଉଛି ବୋଲି ଏସପି କହିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes