ଝାରପଡ଼ା ଜେଲରେ କମିଶନରେଟ୍‌ ପୁଲିସର ରେଡ୍‌

ଭୁବନେଶ୍ୱର ଜେଲରେ ଗ୍ୟାଙ୍ଗୱାର ପରେ ଡିସିପିଙ୍କ ନେତୃତ୍ୱରେ ଚଢାଉ ଚାଲିଛି।

ଜେଲର ପ୍ରତ୍ୟେକ ସେଲ୍‌ରେ ସ୍ପେଶାଲ ଟିମ୍‌ ଛାନଭିନ୍‌ କରୁଛି। ଗତକାଲି ଗ୍ୟାଙ୍ଗୱାରରେ ଜଣେ କଏଦୀ ଲହୁଲୁହାଣ ହୋଇଥିଲା।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes