ଝାରପଡ଼ା କାରାଗାରରେ ଜେଲ୍ ଡିଜି ସୁଶାନ୍ତ ନାଥ

ଭୁବନେଶ୍ୱର ସ୍ଵତନ୍ତ୍ର କାରାଗାରରେ ଜେଲ୍ ଡିଜି ସୁଶାନ୍ତ ନାଥ ପହଞ୍ଚି ଝାରପଡ଼ା ଜେଲ୍ ସୁପରିଟେଣ୍ଡେଣ୍ଟ ଓ ଜେଲରଙ୍କ ସହ ବୈଠକ କରୁଛନ୍ତି।

ଜେଲ୍ ସୁରକ୍ଷା ବ୍ୟବସ୍ଥା ଓ ସିସିଟିଭି ପରିଚାଳନା ଉପରେ ଆଲୋଚନା କରୁଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes