ଝାଡାବାନ୍ତି ବ୍ୟାପିବା ନେଇ ସିଡିଏମଓଙ୍କୁ ସ୍ୱାସ୍ଥ୍ୟ ବିଭାଗର ଚେତାବନୀ

ରାଜ୍ୟ ବ୍ୟାପୀ ଏବେ ଲଗାଣ ବର୍ଷା ଜାରି ଥିବାରୁ ଝାଡାବାନ୍ତି ବ୍ୟାପିବାର ଆଶଙ୍କା ଅଛି l ତେଣୁ ସତର୍କ ରହିବାକୁ ସମସ୍ତ ଜିଲ୍ଲାର ସିଡିଏମଓଙ୍କୁ ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ ଚେତାବନୀ ଦେଇଛନ୍ତି l
ବିଶେଷ କରି ସାତଟି ଜିଲ୍ଲା ଉପରେ ଅଧିକ ନଜର ରଖିବାକୁ କୁହାଯାଇଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes