ଝାଡ଼ାବାନ୍ତିରେ ୧୫ ଅସୁସ୍ଥ

କଟକ ଜିଲ୍ଲା ଆଠଗଡ଼ ତିଗିରିଆ ଥାନା ବିଷ୍ଣୁପୁର ଗାଁରେ ୧୫ରୁ ଊର୍ଦ୍ଧ୍ୱ ଝାଡ଼ାବାନ୍ତି ଆକ୍ରାନ୍ତ ହୋଇ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।

ଆଠଗଡ଼ ହସ୍ପିଟାଲରେ ୧୦ରୁ ଊର୍ଦ୍ଧ୍ବ ଆକ୍ରାନ୍ତ ଚିକିତ୍ସାଧୀନ ଥିଲେ। ଗାଁର ଏକ କୂଅ ପାଣି ବ୍ୟବହାର ପରେ ଝାଡ଼ାବାନ୍ତି ହେଉଥିବା ଅଭିଯୋଗ ହୋଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes