ଆନ୍ତଃରାଜ୍ୟ ଛିନତାଇ ଓ ଲୁଟେରା ଗ୍ୟାଙ୍ଗର ୫ ଜଣ ଲୁଟେରାଙ୍କୁ ଝାଡଖଣ୍ଡରୁ ଗିରଫ କଲା ବଡ଼ବିଲ ପୁଲିସ।
ଅଭିଯୁକ୍ତଙ୍କ ନିକଟରୁ ୨୯ ଗ୍ରାମ ସୁନା, ୩୬୮୧ ଗ୍ରାମ୍ ରୁପା ଜବତ ହୋଇଛି।
ଏମାନେ ବଡ଼ବିଲ, ଯୋଡ଼ା ଓ ଚମ୍ପୁଆରେ ବିଭିନ୍ନ ଛିନ୍ତାଇ ଘଟଣାରେ ସଂପୃକ୍ତ ଥିଲେ।
Credible Local News of Odisha