ଝଡ ତୋଫାନରେ ଉଡିଗଲା ଦୋକାନ ଆଜବେସ୍ଟସ୍

ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଠେଙ୍ଗୋ ଡ୍ୟାମରେ ଥିବା ଏକ ଫାଷ୍ଟ ଫୁଡ ଦୋକାନର ଆଜବେଷ୍ଟସ ଝଡତୋଫାନରେ ଉଡିଯାଇଥିବା ଜଣାପଡିଛି ।

ଦୋକାନରେ ଅନେକ ଗ୍ରାହକ ଓ ଝଡ ତୋଫାନ ଯୋଗୁଁ ଆଶ୍ରୟ ନେଇଥିବା ଲୋକେ ଅଳ୍ପକେ ବର୍ତ୍ତିଗଲେ ବୋଲି ଦୋକାନର ମାଲିକ ରାଧାକାନ୍ତ ପଧାନ କହିଛନ୍ତି ।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version