ଝଡ଼ ପବନରେ ଟେଣ୍ଟ ଉଡି ବାଳକ ଆହତ

ବଲାଙ୍ଗୀର ଜିଲ୍ଲା ଆଗଲପୁର ଥାନା ଅନ୍ତର୍ଗତ ମନୁପାଲି ଗ୍ରାମରେ କାଳବୈଶାଖୀ ଯୋଗୁଁ ଏକ ଟେଣ୍ଟ ଭାଙ୍ଗିଯିବାରୁ ଜଣେ 12 ବର୍ଷର ବାଳକ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes