ଜୟପୁର ଭୁବନେଶ୍ବର ବନ୍ଦେ ଭାରତ ଚାଲିବ: ମୁଖ୍ୟମନ୍ତ୍ରୀ

ଜୟପୁରରୁ ଭୁବନେଶ୍ବର ‘ବନ୍ଦେ ଭାରତ’ ଚଳାଇବା ପାଇଁ ସ୍ଥାନୀୟ ବିଧାୟକ ତାରା ବାବୁ ଏନେଇ ଦାବି ରଖିଛନ୍ତି। ପ୍ରଧାନମନ୍ତ୍ରୀ, ରେଳ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ ପାଇଁ କହିଛନ୍ତି। ଆଗାମୀ ଦିନରେ ଜୟପୁର-ଭୁବନେଶ୍ବର ବନ୍ଦେ ଭାରତ ଚାଲିବ କହିଛନ୍ତି ମୁଖ୍ୟମନ୍ତ୍ରୀ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes