୬ଟି ସ୍ଥାନରେ ଚଢ଼ାଉ ବେଳେ ଦେଢ଼ କେଜି ସୁନା ସହ ୪ କେଜି ୩୬୭ ଗ୍ରାମ୍ର ରୁପା ଜବତ ହୋଇଛି। ଡେପୁଟି ରେଞ୍ଜରଙ୍କ ଘରୁ ନଗଦ ୧ କୋଟି ୪୩ ଲକ୍ଷ ଟଙ୍କା ମିଳିଥିବା ବେଳେ ଜୟପୁରରେ ଗୋଟିଏ ବହୁତଳ କୋଠା ସହ ୩ଟି ଫ୍ଲାଟ୍ ଅଛି।
ତାଙ୍କର ଭୁବନେଶ୍ବରରେ ଗୋଟିଏ ଓ ଜୟପୁରରେ ଅଛି ୨ଟି ଫ୍ଲାଟ୍।
Credible Local News of Odisha