ଜୟପୁର ଜିଲ୍ଲା କୋର୍ଟରେ ଫେରାର ଆଇଆଇସିଙ୍କ ଆତ୍ମସମର୍ପଣ

ପୁରୀ ଜିଲ୍ଲା ଅସ୍ତରଙ୍ଗ ଥାନାର ତତ୍କାଳୀନ ଆଇଆଇସି ରାଜେଶ ବଳିୟାରସିଂହ ପ୍ରାୟ ୬ ମାସ ଫେରାର ପରେ କୋର୍ଟରେ ଆତ୍ମସମର୍ପଣ କରିଛନ୍ତି।କୋରାପୁଟ୍‌ରେ କାର୍ଯ୍ୟରତ ବେଳେ ବିବାଦରେ ଛନ୍ଦି ହୋଇଥିଲେ।ଗଞ୍ଜେଇ ବେପାରୀଙ୍କୁ ସହଯୋଗ ଓ ତାଙ୍କ ଗାଡ଼ି ବ୍ୟବହାର କରିଥିବା ଅଭିଯୋଗରେ ଭୁବନେଶ୍ବରରେ ଗାଡ଼ି ସହ IICଙ୍କୁ ଧରିଥିଲା କୋରାପୁଟ ପୋଲିସ। କ୍ୟାପିଟାଲ ଥାନା ନେଇ ପଚରାଉଚରା ବେଳେ ଚମ୍ପଟ ମାରିଥିଲେ ଆଇଆଇସି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes