ଜୟଦେବ ଭବନ ଆଗରେ ପାନୀୟ ଜଳ ଯୋଗାଣର ମୁଖ୍ୟ ପାଇପ୍ ଫାଟିବାରୁ ୫୦ ଫୁଟ୍ ଉଚ୍ଚରେ ଉଠୁଛି ପାଣି। ଉପରେ ୩୦ କେଭି ବିଦ୍ୟୁତ ତାର ଥିବାରୁ ଲୋକେ ଆତଙ୍କିତ ଥିବା କହିଛନ୍ତି।
Credible Local News of Odisha