ଜ୍ୱାଇଁ ଆକ୍ରମଣରେ ଶଶୁର ମୃତ, ଶାଶୁ ଓ ଶାଳୀ ଗୁରୁତର

ବାଲେଶ୍ୱର ଜିଲ୍ଲା କମର୍ଦ୍ଦା ଥାନା ଅନ୍ତର୍ଗତ କୁସୁରା ଗ୍ରାମରେ ଆଜି କୌଣସି କାରଣରୁ ଗଣ୍ଡଗୋଳ ହେବା ପାରେ ଜ୍ୱାଇଁ ଆକ୍ରମଣରେ ଶଶୁରର ମୃତ୍ୟୁ ହୋଇଥିବା ଜଣାପଡିଛି l
ଗୁରୁତର ଆହତ ହୋଇଥିବା ଶାଶୁ ଓ ଶାଳୀଙ୍କୁ ଜଳେଶ୍ୱର ଡାକ୍ତରଖାନାରେ ଭର୍ତ୍ତି କରି ପୁଲିସ ଘଟଣାର ତଦନ୍ତ କରୁଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes