ଜେଲ ଗଲେ ଜଳେଶ୍ୱର ବିଡ଼ିଓ ଅଶ୍ୱିନୀ ଦାସ

ଭିଜିଲାନ୍ସ ଚଢ଼ାଉରେ 5 କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଠାବ ହେବା ପରେ ଆଜି ଜଳେଶ୍ୱର ବିଡ଼ିଓ ଅଶ୍ୱିନୀ ଦାସଙ୍କୁ କୋର୍ଟ ଚାଲାଣ କରାଯାଇଥିଲା l ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଚୌଦ୍ୱାର ଜେଲକୁ ପଠାଇ ଦିଆଯାଇଛି l
ତେବେ ଠାବ ହୋଇଥିବା ସମ୍ପତ୍ତି ମଧ୍ୟରୁ ଅଢେଇ କୋଟି ଟଙ୍କାର ସମ୍ପତ୍ତି ବିଡ଼ିଓଙ୍କ ପତ୍ନୀ ଜ୍ୟୋତିର୍ମୟୀଙ୍କ ନାମରେ ଅଛି l ସେ ସରକାରୀ ପ୍ରେସରେ ବରିଷ୍ଠ କିରାଣି ଭାବେ କାର୍ଯ୍ୟରତ l

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version