ଜେଲରେ ବିଚାରାଧୀନ କଏଦୀଙ୍କ ଆତ୍ମହତ୍ୟା

ବରଗଡ ଜିଲ୍ଲା ସୋହେଲା ସବଜେଲରେ ମୋହିତ ରାଉତିଆ ନାମକ ବିଚାରାଧୀନ କଏଦୀ ନିଜ ହାତରେ ‘ଆଇ ଲଭ ମଞ୍ଜୁ’ ଲେଖି ଆତ୍ମହତ୍ୟା କରିଥିବା ଜେଲ କର୍ତ୍ତୃପକ୍ଷ ଆଜି କହିଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes